Back

ଅଦିନ


  1. Adina (ସଂ.ବି.) - ମନ୍ଦ ବା ଅଶୁଭ ଦିବସ Bad or inauspicious day.

  2. ଅକାଳ; ଅନୁପଯୁକ୍ତ ସମୟ Improper time.

  3. ଅଭାଗ୍ୟ ସମୟ Time of bad luck.

  4. ଅସମୟ; ଅଋତୁ Unseasonable time.

  5. ଋତୁବହିର୍ଭୂତ ସମୟ Time beyond the proper season.

  6. ଦୁଃସମୟ Bad time.

  7. (ଦେ.ବିଣ.) - ଅଦିନ ବା ଅସମୟରେ ଘଟିବା Unseasonable. (ଯଥା - ଅଦିନ ମେଘ)

  8. ଋତୁବହିର୍ଭୂତ ଫଳିବା ବା ହେବା Happening beyond the proper season. (ଯଥା - ଅଦିନ ଆମ୍ବ)