Back

ଅଦିବ୍ୟ


  1. Adibya (ସଂ.ବିଣ.) - ଯାହା ସ୍ୱର୍ଗୀୟ ନୂହେ Not Divine.

  2. (ଦେ.ବିଣ.) - (ଯାହା ଦେବଭାଷା ବା ସଂସ୍କୃତ ନୁହେ) ପ୍ରାକୃତ ଓ ଲୋକ କଥିତ (ଭାଷା) Vernacular (tongue).

  3. ଲୌକିକ  Popular.

  4. ସ୍ଥୂଳ (ଶରୀର; ବସ୍ତୁ) Material.