Back

ଅଦୀନ


  1. Adīna (ସଂ.ବିଣ.) - ଯେ ଗରିବ ନୁହେ; ଧନୀ Not poor; rich.

  2. ଅକାତର; ଖୁସ୍‌ମେଜାଜୀ; ଯାହା ମନ ସର୍ବଦା ପ୍ରସନ୍ନ ଥାଏ High spirited; not depressed in spirits.

  3. ସୁଖୀ Happy.

  4. ଦୀନତାରହିତ; ଅବିନୀତ; ଉଗ୍ର Immodest.




  • ଅଦୀନା (ସ୍ତ୍ରୀ)