Back

ଅଦୁଃଖ ନବମୀ


  1. Aduḥkha nabamī (ସଂ.ବି.) - ଭାଦ୍ର ଶୁକ୍ଳ ନବମୀ  (ଯଥା - ଆଗାମୀ ବର୍ଷ ଦୁଃଖ ପାଇବେ ନାହିଁ ବୋଲି ସ୍ତ୍ରୀମାନେ ଏ ଦିନ ବ୍ରତ ପାଳନ୍ତି।) The 9th day of the bright fornight of the lunar month of Bhādra.