Back

ଅଦୃଷ୍ଟନର

Also : [ ଅଦୃଷ୍ଟପୁରୁଷ ]




  1. Adṛushṭapurusha (ସଂ.ବି.) - ନୀତିଶାସ୍ତ୍ର ବର୍ଣ୍ଣିତ କୋଡ଼ିଏ ପ୍ରକାରର ସନ୍ଧିସ୍ଥାପନ ମଧ୍ୟରୁ ଏକତମ, ଯେଉଁ ସନ୍ଧିସ୍ଥାପନ କର୍ମରେ କେହି ମଧ୍ୟସ୍ଥି ନ ଥାଏ A treaty concluded between two parties without the intervention of a mediator.