Back

ଅଦୃଷ୍ଟଫଳ


  1. Adṛushṭaphaḻa (ସଂ.ବି.) - ଭବିଷ୍ୟତ ଗର୍ଭରେ ନିହିତ ଘଟନାଚୟ Events or consequences hidden in the womb of the future.

  2. କର୍ମଫଳ; ପୂର୍ବଜନ୍ମକୃତ କର୍ମର ଇହ ଜନ୍ମରେ ଭୁକ୍ତ ଫଳ The results of a person's actions during his previous existence.

  3. ଆପଣା ଭାଗ୍ୟରେ ଘଟିବା ବିଷୟ The happenings due to one's luck.

  4. (ସଂ.ବିଣ.) - (ବହୁବ୍ରୀହି) ଯେଉଁ କର୍ମର ଫଳ ଅବଧି ଦେଖାଯାଇ ନାହିଁ (act) Of which the consequences are not yet visible.

  5. ଯେଉଁ ବୃକ୍ଷର ଫଳ ଦେଖାଯାଏ ନାହିଁ; ଅଣ୍ଡିରା ଗଛ Non fruit bearing (trees)

  6. ଯେଉଁ ବୃକ୍ଷ ଆଜିଯାକେ ଫଳି ନାହିଁ (tree) Not yet bearing fruit.