Back

ଅଦୃଷ୍ଟବାଦ


  1. Adṛushṭabāda (ସଂ.ବି.) - (ମଧ୍ୟପଦଲୋପୀ କର୍ମଧା; ଅଦୃଷ୍ଟ ସମ୍ବନ୍ଧୀୟ ବାଦ)  ମନୁଷ୍ୟ ଆପଣାର ଅଦୃଷ୍ଟକୁ ନିଶ୍ଚେ ଭୋଗ କରିବ, ତାହା କଦାପି ଏଡ଼ି ପାରିବ ନାହିଁ, ଏହି ମତବାଦ  Fatalism; the theory of fate.