Back

ଅଦୃଷ୍ଟରଜା


  1. Adṛushṭarajā (ସଂ.ବିଣ.) - ଅରଜସ୍କା; ଯେଉଁ ବାଳିକା ବା ସ୍ତ୍ରୀ ଋତୁମତୀ ହୋଇ ନାହିଁ  (girl) Not yet menstruated

  2. (ସଂ.ବି.) - ଋତୁମତୀ ହୋଇ ନ ଥିବା ବାଳିକା  A girl before her puberty.