Back

ଅଦୃଷ୍ଟାକ୍ଷର


  1. Adṛushṭākshara (ସଂ.ବି.) - ଏପରି କାଳି (ଯଥା - ପିଆଜରସ, ଲେମ୍ବୁରସ)ରେ ଲେଖା ଅକ୍ଷର, ଯାହା ଶୁଖି ଗଲେ ଦେଖା ପଡ଼େ ନାହିଁ, କିନ୍ତୁ ନିଆଁ ଉପରେ ସେକିଲେ ପଢ଼ାଯାଏ  Invisible writing which can be deciphered when placed on fire.