Back

ଅଦୃଷ୍ଟାର୍ଥ


  1. Adṛushṭārtha (ସଂ.ବିଣ.) - ଇନ୍ଦ୍ରିୟମାନଙ୍କର ଅଗୋଚର ବିଷୟ ଯୁକ୍ତ Transcandental; having an object not perceptible to the senses.

  2. ଆଧ୍ୟାତ୍ମିକ ଅର୍ଥଯୁକ୍ତ Having an occult or metaphysical meaning.

  3. (ନ୍ୟାୟ ଦର୍ଶନ) ଏପରି ଶବ୍ଦ ଯହିଁର ଅର୍ଥ ଏ ସଂସାରରେ ଦେଖଯାଏ ନାହିଁ (ଯଥା - ସ୍ୱର୍ଗ, ପରାମାତ୍ମା, ମୋକ୍ଷ, ଈଶ୍ୱର) Words Whose meaning cannot be realised in the world.