Back

ଅଦୃଷ୍ଟି


  1. Adṛushṭi (ସଂ.ବି.) - ଅନ୍ୟ ଦ୍ୱାରା ଦେଖା ନ ଯିବା ଅବସ୍ଥା Invisibility.

  2. ମନ୍ଦ ବା ଅମଙ୍ଗଳକର ଦୃଷ୍ଟି An evil eye.

  3. କ୍ରୋଧ ପୂର୍ଣ୍ଣ ଦୃଷ୍ଟି An angry look.

  4. ଈର୍ଷାଯୁକ୍ତ ଦୃଷ୍ଟି A malicious glance.

  5. ଅସନ୍ତୁଷ୍ଟ ଦୃଷ୍ଟି; ବିରକ୍ତସୂଚକ ଦୃଷ୍ଟି A displeased look; a look of displeasure.

  6. କ୍ରୂର ଦୃଷ୍ଟି A cruel look.

  7. ଲୋଲୁପ ଦୃଷ୍ଟି  A convetuous look.

  8. (ନ୍ୟାୟ ଦର୍ଶନ) ଶିଷ୍ୟମାନଙ୍କ ତିନି ଶ୍ରେଣୀରୁ ଏକ ଶ୍ରେଣୀ; ମଧ୍ୟମାଧିକାରୀ ଶିଷ୍ୟ A class of disciples.

  9. (ସଂ.ବିଣ.) - ଦୃଷ୍ଟି ଶକ୍ତିହୀନ; ଅନ୍ଧ  Blind; sightless.

  10. (ଦେ.ବିଣ.) -  (ସଂ. ଅଦୃଷ୍ଟା) - ଅଦୃଷ୍ଟ Unseen.