Back

ଅଇଣ୍ଠା ବୋଳିବା


  1. Aiṇṭhā bolibā (ଦେ.କ୍ରି)  -   କୌଣସି ବ୍ୟକ୍ତିର ଦେହରେ ବା କୌଣସି ସ୍ଥାନରେ ଅଇଣ୍ଠା ଭାତ ବା ଅଇଣ୍ଠା ହାତ ଲଗାଇବା। To smear a place or a person's body with left off food or touch with unwashed hand. 

  2.  (ଲକ୍ଷଣାର୍ଥ) ଅଠା ବୋଳିବା; କୌଣସି ବ୍ୟକ୍ତି ଉପରେ ମିଥ୍ୟାରେ କଳଙ୍କ ବା ଦୋଷ ଆରୋପ କରିବା।  To scandalise a person; to falsely lay the blame for anything on a person.