Back

ଅଦେଶ୍ୟ


  1. Adeṡya (ସଂ.ବିଣ.) - ଯାହା ଆଦେଶ ଦେବା ଅନୁଚିତ Not fit to be ordered.

  2. ଯାହା ଉପଦେଶ ଦେବା ଅନୁଚିତ Not proper to be advised.

  3. (ଅ+ଦେଶ୍ୟ) ଯାହା ସରଜମିନ ବା ନିର୍ଦ୍ଦିଷ୍ଟ ସ୍ଥାନର ନୁହେ Not pertaining to the spot.

  4. ଯାହା ସ୍ଥାନୀୟ ନୁହେ Not local.

  5. ଯାହା ଦେଶୀ ନୁହେ; ବିଦେଶୀ Foreign; not belonging to this country.

  6. ଘଟନା ସମୟରେ ଅନୁପସ୍ଥିତ Not present on the occasion referred to.