Back

ଅଦୈବ


  1. Ada̲i̱ba (ସଂ.ବିଣ.) - ଯହିଁରେ ଦେବମାନଙ୍କର ସମ୍ପର୍କ ନାହିଁ Not connected with the gods.

  2. ଯାହା ଦେବତା ବା ଭାଗ୍ୟଦ୍ୱାରା ପୂର୍ବରୁ ଆଦିଷ୍ଟ ବା ଲିପିବଦ୍ଧ ହୋଇ ନାହିଁ Not predistined or preordained by the gods or fate.

  3. ଯାହା ଐଶ୍ୱରିକ ନୁହେ Not divine.

  4. (ବହୁବ୍ରୀହି) ଦୁର୍ଭାଗ୍ୟ; ଅଭାଗା Ill-fated; unfortunate.