Back

ଅଦ୍ଭୁତ

Also : [ ଅଦ୍‌ଭୁତ ]




  1. Adbhuta (ସଂ.ବିଣ.) - (ଯାହା ପୂର୍ବେ ଘଟି ନାହିଁ) ଅସାଧାରଣ Extraordinary; supernatural.

  2. ଆଶ୍ଚର୍ଯ୍ୟଜନକ; ବିସ୍ମୟଉତ୍ପାଦକ Wonderful; marvellous.

  3. ରଚନା - ଭଙ୍ଗୀ ବା ଶୈଳୀରେ ବିସ୍ମୟକର ବା ଅତ୍ୟୁତ୍କୃଷ୍ଟ Marvellous in style

  4. (ସଂ.ବି.) - ସାହିତ୍ୟ ବା ରଚନା ରସବିଶେଷ; ଅଦ୍ଭୁତରସ Name of a sentiment in literature; Adbhutarasa

  5. (ନାମ) ନବମ ମନ୍ୱନ୍ତରର ଇନ୍ଦ୍ରଙ୍କ ନାମ Name of the Indra of the 9th aeon.

  6. ଆଶ୍ଚର୍ଯ୍ୟଜନକ ବିଷୟ ବା ଘଟନା A wonderful thing or occurrence; prodigy; a miracle; a marvel.

  7. ବିସ୍ମୟ Wonder; astonishment.

  8. ସାମବେଦର ପରିଶିଷ୍ଟ ବ୍ରାହ୍ମଣ ବା ଗ୍ରନ୍ଥବିଶେଷ Name of a supplementary treatise of the Sāma Beda.