Back

ଅକଲ୍ଲକ

Also [ ଅକରକରବ, ଅକରକରଭ, ଅକର, ଅକଲ୍ଲକ; ଆକଲ୍ଲକ; ଅକରାକରଭ; ଅକର୍କର; ଅକର୍କରା; ଅକାରକରଭ; ଅକ୍କଲ୍କର; ଅକଲ୍ଲ ]




  1. Akallaka (ଦେ.ବି.) - ଆରଣ୍ୟ ବୃକ୍ଷ ବିଶେଷ; ଏଥିର ମୂଳ ଔଷଧରେ ଲାଗେ Pellitory; Anthemis; Pyrethrum; anacyclus. 



    [ ଦ୍ର ] ଏହା ଉଷ୍ଣବୀର୍ଯ୍ୟ; ବଳକାରକ; କଟୁରସ; ଏହା ପ୍ରତିଶ୍ୟାୟ, ଶୋଥ ଓ ବାତନାଶକ; ଏହାର ଫଳ ଗୁଆ ପରି, କିନ୍ତୁ ଭାରି ଟାଣୁଆ। ଫଳକୁ ଲୋକେ ନାସଦାନୀ କରି ଅଣ୍ଟାରେ ମାରନ୍ତି। ଏ ଫଳକୁ ଅଣ୍ଟାରେ ରଖିଲେ ବାତରୋଗ କମିଯାଏ। ଏ ଫଳର ନାମ ଅମରକୋଷରେ ନାହିଁ, ଭାବପ୍ରକାଶରେ ଅଛି। ଗଞ୍ଜାମରେ ଏ ଫଳକୁ କଫକତୁରୀ ଫଳ କହନ୍ତି।]  (ପୂ.ଭା)