Back

ଅଦ୍ୟଭକ୍ଷ

Also : [ ଅଦ୍ୟଭେକ୍‌ ]




  1. Adyabhaksha (ଦେ.ବି.) - ଯାହାର ବାସି ଓଳିକି ଦାନା ନାହିଁ; ଯେଉଁ ବ୍ୟକ୍ତିର କାଲି ଖାଇବା ପାଇଁକି ସମ୍ବଳ ନାହିଁ Living from hand to mouth; having nothing to spare for tomorrow's meal.

  2. ଅତି ଗରିବ Very poor; indigent.