Back

ଅଦ୍ୟାବଧି


  1. Adyābadhi (ସଂ.ଅ.) - ଆଜିଠାରୁ; ଏହି ସମୟରୁ  Henceforth; from today; from the present.

  2. ଆଜି ପର୍ଯ୍ୟନ୍ତ Till today; till now.

  3. (ସଂ.ବିଣ.) - ଯାହା ଆଜିଠାରୁ ଆରମ୍ଭ ହେଲା Beginning today.

  4. ଯାହା ଆଜି ଶେଷ ହେଲା Ending today.