Back

ଅଦ୍ରବ୍ୟ


  1. Adrabya (ସଂ.ବି.) - ଅପଦାର୍ଥ; ମନ୍ଦ ବସ୍ତୁ Bad or worthless thing.

  2. ଅନୁପଯୋଗୀ ବସ୍ତୁ Unfit thing.

  3. ଅବ୍ୟବହାର୍ଯ୍ୟ ବସ୍ତୁ Unless thing.

  4. ଅଯୋଗ୍ୟ ବା ନିକୃଷ୍ଟ ଛାତ୍ର ବା ଶିଷ୍ୟ Worthless pupil.

  5. (ସଂ.ବିଣ.) - ଦ୍ରବ୍ୟହୀନ; ସମ୍ପତ୍ତିହୀନ Having no possession.

  6. ଧନହୀନ; ଗରିବ poor.

  7. ଅଯୋଗ୍ୟ; ଅନୁପଯୁକ୍ତ Unfit; improper.

  8. ମନ୍ଦ Bad.

  9. ନାରଖାର Neglected.

  10. (ଦେ.ବିଣ.) - (ଆଧୁନିକ ବିଜ୍ଞାନ ପରିଭାଷା) ଯାହା ମିଳାଇ ଯାଏନାହିଁ Insoluble.