Back

ଅଦ୍ରାବଳି


  1. Adrābaḻi (ଗ୍ରା.ବି.) (ସଂ. ଆର୍ଦ୍ରା) (ଏହା ଆର୍ଦ୍ରା ନକ୍ଷତ୍ରପରି ନାଲିଆ ଦେଖାଯିବାରୁ) ଏକପ୍ରକାର ବାଣ A kind of firework bursting like stars in the sky.

  2. ଆର୍ଦ୍ରା ନକ୍ଷତ୍ର The 6th lunar mansion.

  3. ଆର୍ଦ୍ରା ନକ୍ଷତ୍ର ସମନ୍ୱିତ କାଳପୁରୁଷ ନାମକ ନକ୍ଷତ୍ର ପୁଞ୍ଜ The constellation of Orion.