Back

ଅଧଃ


  1. Adhah (ସଂ.ଅ.) -  (ଏହା ଅନ୍ୟଶବ୍ଦମାନଙ୍କ ପୂର୍ବରେ ସମାସରେ ଯୁକ୍ତ ହୁଏ, ଯଥା ଅଧଃପତନ; ଅଧୋଗତି; ଅଧୋବାସ; ଅଧୋଭୁବନ) ନିମ୍ନରେ; ତଳେ Beneath; under.

  2. ନିମ୍ନଦିଗରେ; ତଳଆଡ଼େ Down; below.

  3. ତଳଆଡ଼କୁ Downwards.

  4. ନରକରେ In the infernal regions; in hell.

  5. ପାତାଳରେ  In the nether world.

  6. ଅଧୋଭୁବନ; ପାତାଳ The lower regions

  7. ଯୋନି Pudendum Mulibre. 




  • ଊର୍ଦ୍ଧ୍ୱ (ବିପରୀତ)