Back

ଅଧଃକରଣ


  1. Adhaḥkaraṇa (ସଂ.ବି.) - ପରାଜିତ କରିବା Vanquishing; defeating.

  2. ବଳିଯିବା; ଟପିଯିବା Surpassing; excelling.

  3. ଘୃଣା କରିବା; ତୁଚ୍ଛ କରିବା Despising.

  4. ତଳକୁ ନେବା (ଯଥା - ଗଳାଧଃକରଣ) Taking downwards.

  5. ତଳକୁ ଫିଙ୍ଗିବା Throwing down; casting down.

  6. ତଳଆଡ଼କୁ ଢଳିବା Dispelling.