Back

ଅଧଃକୃତ


  1. Adhahkṛuta (ସଂ.ବିଣ.) - ପରାଜିତ Vanquished.

  2. ଗିଳା ଯାଇଥିବା; ଭକ୍ଷିତ Swallowed; eaten.

  3. ତଳକୁ ନିଆଯାଇଥିବା Taken downwards.

  4. ଘୃଣିତ Despised.

  5. ଯାହାକୁ କେହି ବଳିଯାଇଅଛି Surpassed.

  6. ଫିଙ୍ଗା ଯାଇଥିବା Cast down.