Back

ଅଧଃପତନ

Also : [ ଅଧଃପାତ ]




  1. Adhaḥptana (ସଂ.ବି.) - ଅଧୋଗତି; ତଳକୁ ଖସିପଡ଼ିବା Faling down.

  2. ଦୁର୍ଗତି; ଉତ୍ସନ୍ନ ଦଶା; ସର୍ବନାଶ downfall.

  3. ଅବନତି Deterioration.

  4. ନୈତିକ ଅବନତି  Moral degradation.

  5. ନରକରେ ପଡ଼ିବା Falling in hell.




  • ଅଧଃପତିତ (ବିଣ)