Back

ଅଧଃପୁଷ୍ପୀ


  1. Adhaḥpushpī (ସଂ.ବି.) - (ଯାହାର ଫୁଲ ତଳକୁ ମୁହଁ କରି ଫୁଟେ) ଅନନ୍ତମୂଳ; ଚେମିଡ଼ିଲଇ ମୂଳ The root of Hemidesmus Indicus.

  2. ପୁଷ୍ପ ଗୁଳ୍ମବିଶେଷ A plant; Elephantopus Scaber