Back

ଅଧଃଶିରାଃ


  1. Adhaḥṡirāḥ (ସଂ.ବିଣ.) - ଅଧୋମୁଖ; ମୁଣ୍ଡ ତଳକୁ ପୋତିଥିବା Holding the head downwards.

  2. (ସଂ.ବି.) - (ଯେଉଁଠାରେ ପାପୀମାନଙ୍କ ମୁଣ୍ଡକୁ ତଳ ଆଡ଼କୁ କରାଇ ଦଣ୍ଡ ଦିଆଯାଏ) ନରକବିଶେଷ Name of a hell.