Back

ଅଇଣ୍ଠାଭାତ

Category : [ Food ]




  1. Aiṇṭhābhāta (ଦେ.ବି.) - ଯେଉଁ ଭାତକୁ ଜଣେ ଖାଇବା ପରେ ପାତ୍ରରେ ଛାଡ଼ି ଯାଇଅଛି Boiled rice left by a person on the plate. 

  2. ଯେଉଁ ଭାତକୁ ଖାଦକ ଖାଇବାକୁ ଆରମ୍ଭ କରିଛି Boiled rice which an eater has already begun to eat.