Back

ଅଧଡ଼ଧଡ଼


  1. Adhaṟḍ̠adhaṟḍ̠a (ଦେ.ଅ.) - ଯେଉଁ ବ୍ୟକ୍ତିର ଶରୀର ବାର୍ଦ୍ଧକ୍ୟ ବା ରୋଗ ଯୋଗୁଁ ଅତି ଶୀର୍ଣ୍ଣ A person of emaciated frame.

  2. ଭଙ୍ଗା Broken.

  3. ହୁଗୁଳା Slack; loose.

  4. ଅତି ଜୀର୍ଣ୍ଣଶୀର୍ଣ୍ଣ Very weak and emaciated.

  5. ଅଦୃଢ଼; ଅଶକ୍ତ; ନିର୍ବଳ Not strong; not firm; weak.