Back

ଅଧମ


  1. Adhama (ସଂ.ବିଣ.) - ନୀଚ; ନୀଚତମ  Base.

  2. ନିମ୍ନତମ  Lowest.

  3. ହୀନ; ହୀନତମ Vile; vilest.

  4. ଅତି ସାମାନ୍ୟ  Very slight; humble.

  5. ଅତି ନିକୃଷ୍ଟ Very inferior; mean.

  6. ଅତି ଅଯୋଗ୍ୟ Very unworthy.

  7. ହେୟ Insignificant.

  8. ଘୃଣ୍ୟ Despicable.

  9. ଅତି ମନ୍ଦ Very bad.

  10. ପାପୀ Sinful.

  11. ଦୁଷ୍ଟ Wicked.

  12. (ସଂ.ବି.) - ନିର୍ଲଜ୍ଜ ନାଗର ବା ଉପପତି; ଭୟ, ଦୟା ଓ ଲଜ୍ଜାଶୂନ୍ୟ ଏବଂ କାମକ୍ରୀଡ଼ା ବିଷୟରେ କର୍ତ୍ତବ୍ୟାକର୍ତ୍ତବ୍ୟ ବିଚାରହିତ ବ୍ୟକ୍ତି An unblushing paramour; an unblushing sensualist.

  13. ବୃକ୍ଷବିଶେଷ Name of a tree.

  14. (ଜ୍ୟୋତିଷ) ମନୁଷ୍ୟ ବିତ୍ତ ଓ ଜ୍ଞାନାଦିର ହୀନତାସୂଚକ ରବି ଓ ଚନ୍ଦ୍ର ଗ୍ରହଦ୍ୱୟଙ୍କ ସ୍ଥିତିବିଶେଷ ରୂପ ଯୋଗ  (Astronomy) A very inauspicious conjunction of the planets, Sun and Moon in a person's horoscope.




  • ଅଧମା - (ସ୍ତ୍ରୀ)

  • ଅଧମତା - (ବିପରୀତ)

  • ଧମ - (ଦେ.) ବିପରୀତ