Back

ଅଧମଧମା

Also : [ ଅଧମଧମ, ଅଧମାଧମ ]




  1. Adhamadhamā (ଗ୍ରା.ବିଣ.) ଅତି ଅଧମ Most wretched; the lowest of the low.

  2. ଅତି ମନ୍ଦରୂପ Very budly. (ଯଥା -ସେ ଏ କାମ ଅଧମଧମା କରି ଦେଇ ଚାଲିଗଲା)




  •  ଅଧମାଧମା (ସ୍ତ୍ରୀ)