Back

ଅଧମଭୃତ

Also : [ ଅଧମଭୃତକ ]




  1. Adhamabhṛuta (ସଂ.ବି.) - ଅତି ନୀଚ କର୍ମ କରିବା ପାଇଁ ନିଯୁକ୍ତ ଚାକର A menial servant.

  2. ଭାରବାହୀ ବା ବୋଝିଆ; କୁଲି A cooly; porter; groom.



 [ ଦ୍ର ] କାର୍ଯ୍ୟ ଅନୁସାରେ ଭୃତ୍ୟମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇ ଅଛି  ଯଥା -




  1. ଅସ୍ତ୍ର ଶସ୍ତ୍ର ବ୍ୟବହାରକାରୀ - ଉତ୍ତମ 

  2. ହଳିଆ; କୋଠିଆ; ଖମାରୀ - ମଧ୍ୟମ

  3. ଭାରବାହୀ; ବୋଝିଆ; କୁଲି - ଅଧମ