Back

ଅଧମର୍ଣ୍ଣ

Also : [ ଅଧମର୍ଣ୍ଣିକ ]




  1. Adhamarṇṇa (ସଂ.ବି.) - (ଯେ ଋଣଦ୍ୱାରା ଅଧମାବସ୍ଥାକୁ ପ୍ରାପ୍ତ ହୋଇଅଛି) ଋଣୀ; ଖାତକ; ଦେଣାଦାର A debtor.

  2. କରଜଦାର; ଋଣଗ୍ରସ୍ତ ବ୍ୟକ୍ତି; ଋଣଜାଲରେ ଜଡ଼ିତ ବ୍ୟକ୍ତି An indebted person.




  • ଅଧମର୍ଣ୍ଣା - (ସ୍ତ୍ରୀ)

  • ଉତ୍ତମର୍ଣ୍ଣ - ବିପରୀତ