Back

ଅଧର


  1. Adhara  (ସଂ.ବିଣ.) - (ଯାହା ଧରା ଯାଇ ନାହିଁ; ଏହା ଅନ୍ୟ ଶବ୍ଦ ପୂର୍ବେ ଯୁକ୍ତ ହୁଏ ଯଥା - ଅଧରୋଷ୍ଠ)  ଅଧରବାସ) ନିମ୍ନସ୍ଥ; ନିମ୍ନରେ ଥିବା; ତଳେ ଥିବା Lower; nether.

  2. ନୀଚ; ଅଧମ; ହୀନ  Low; mean; vile.

  3. ନିକୃଷ୍ଟ Inferior.

  4. ପୂର୍ବବର୍ତ୍ତୀ Previous. (ଯଥା- ଅଧରେଦ୍ୟୁଃ)

  5. (ସଂ.ବି.) - ଅଧରୋଷ୍ଠ; ତଳ ଓଠ Nether or lower lip.

  6. ଓଠ Lip.

  7. ଦେହର ନିମ୍ନତମ ଅଂଶ The lower part of the body.

  8. ବକ୍ତୃତା Speech; address

  9. ଯୋନି The vulva; Pudendum Muliebre .

  10. ପ୍ରତ୍ତ୍ୟୁତ୍ତର A reply.




  • ଅଧରା - (ସ୍ତ୍ରୀ)

  • ଉତ୍ତର - (ବିପରୀତ)