Back

ଅଧରଟୋପି

Also : [ ଅଧରଟୋପା ] 




  1. Adharaṭopi (ଦେ.ବି.) -  (ସଂ. ଅଭ୍ର) ଅଗରଟିକିଲ; ସ୍ତ୍ରୀମାନେ କପାଳରେ ପିନ୍ଧିବା କୃଷ୍ଣାଭ୍ରର କଳା ଟିକିଲି Round spot of black mica put on the brow by females.

  2. (ସଂ. ଅଧର) ସ୍ତ୍ରୀମାନେ ଅଧରୋଷ୍ଠରେ ଚିତ୍ର କରିଥିବା ଖଇରର ଟୋପା ବା କଳାବିନ୍ଦୁ A spot catechu or black painted on the lower lip by women.