Back

ଅଧରସପତ୍ନ


  1. Adharasapatna (ସଂ.ବିଣ.) - ଯାହାର ଶତ୍ରୁମାନେ ପରାଜିତ ହୋଇ ବା ମରି ତଳେ ପଡ଼ିଛନ୍ତି; ଯେ ଶତ୍ରୁମାନଙ୍କୁ ପରାଜିତ କରିଅଛି One whose enemise are worsted or silenced.




  • ଅଧରସପତ୍ନା - (ସ୍ତ୍ରୀ)