Back

ଅଧରା


  1. Adharā (ସଂ.ବି.) - ଅଧରର ସ୍ତ୍ରୀଲିଙ୍ଗ Feminine of Adhara.

  2. (ସଂ.ବି.) - ମନୁଷ୍ୟର ଠିକ୍ ଗୋଡତଳେ ଥିବା ପୃଥିବୀର ଆର ପାଖେ ଆକାଶର କଳ୍ପିତ ବିନ୍ଦୁ The nadir.

  3. ଦକ୍ଷିଣ ଦିଗ The south.

  4. (ଦେ.ବିଣ.) - ଅଧୃତ; ଧରା ହୋଇ ନ ଥିବା Uncaught; unheld.

  5. ଯେଉଁ ଅଣ୍ଡିରା ବାଛୁରୀ ଧରା ହୋଇ ନ ଥାଏ ଅର୍ଥାତ୍ ଯାହାର ମୁଷ୍କ ଛେଦନ କରାଯାଇ ନ ଥାଏ Uncastrated (bull-calf)

  6. ବାଛୁରୀ ଜନ୍ମ କରିବା ପରେ ଯେଉଁ ଗାଈ ଧରା ହୋଇ ନଥାଏ ଅର୍ଥାତ୍ ଯାହାକୁ 'ଫୁଙ୍କା' ହୋଇ ନ ଥାଏ (a cow) Not yet subjected to the process of blowing after giving birth to calf.