Back

ଅଧରୋତ୍ତର


  1. Adharottara (ସଂ.ବିଣ.) - ତଳର ଓ ଉପରର Upper And lower.

  2. ଉଚ୍ଚତର ଓ ନିମ୍ନତର Higher and lower.

  3. ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ Prior and later.

  4. (ସଂ.ଅ.) ଉପର ପାଖ ତଳ ଆଡ଼କୁ ଓ ତଳ ପାଖ ଉପର ଆଡକୁ, ଏହିପରି ଭାବରେ Upside down; topsy-turvy.

  5. ନିକଟରେ ଓ ଦୂରରେ  Nearer and farther.

  6. ଉପରେ ଓ ତଳେ Up and down.

  7. ଉପରଆଡ଼କୁ ଓ ତଳଆଡ଼କୁ Upwards and downwards.