Back

ଅଧସେରା

Also : [ ଅଧଚେର, ଅଧସେରି, ଅଧସେରିଆ, ଅଧସେରିକିଆ ]




  1. Adhaserā (ଦେ.ବି.) -  ଅର୍ଦ୍ଧସେର ଓଜନର ବଟକରା ବା ମାପିବା ପାତ୍ର A standard weight or measure of half a seer.

  2. (ଦେ.ବିଣ.) - ଅଧସେର ଓଜନ ବା ମାପର (ବସ୍ତୁ)  Weighing or measuring half a seer.

  3. ଯେଉଁ ପାତ୍ରରେ ଅଧସେର ବସ୍ତୁ ସମ୍ଭାଏ (a pot) Of the capacity of half a seer.

  4. ଅଧସେର ଚାଉଳ ଫୁଟିବା ଭଳି ହାଣ୍ଡି  (a cooking pot) Of the capacity to boil half a seer.