Back

ଅଧସ୍ତନ


  1. Also : [ ଅଧଃସ୍ଥ ]

  2. Adhastana (ସଂ.ବିଣ.) - (ଅଧସ୍+ଅବସ୍ଥିତ ହେବା ଅର୍ଥରେ. ତନ) ନିମ୍ନରେ ଅବସ୍ଥିତ; ନିମ୍ନତର Lower.

  3. ତଳେ ଥିବା Situated beneath or below.

  4. ଏଥି ପୂର୍ବେ ଘଟିଥିବା; ପୂର୍ବବର୍ତ୍ତୀ Prior; previous.




  • ଅଧସ୍ତନା - (ସ୍ତ୍ରୀ)

  • ଉର୍ଦ୍ଧତନ - (ବି)