Back

ଅଧା


  1. Adhā (ଦେ.ବି.) - ଅର୍ଦ୍ଧ; ଅର୍ଦ୍ଧେକ; ଅଧେ Half.

  2. (ଦେ.ବିଣ.) - ଅର୍ଦ୍ଧପରିମିତ Half in quantity, weight, measure or number.

  3. (ପ୍ରାଦେ. ଗଞ୍ଜାମ)  (ବି.) - ଅଧପାଆ ଓଜନର ପରିମାଣବିଶେଷ  A unit of half a pāā in weight.