Back

ଅଧାକାନ୍ଥ

Also : [ ଅଧାକାନ୍ଥି ]




  1. Adhākāntha (ଦେ.ବି.)ଅଳ୍ପ ଉଚ୍ଚକୁ ଉଠିଥିବା କାନ୍ଥ; ଯେଉଁ କାନ୍ଥ ଘରର ଚାଳକୁ ଲାଗି ନ ଥାଏ A low wall; a wall raised upto a certain height only.

  2. ଯେଉଁ କାନ୍ଥ ଅବଧି ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ନିର୍ମିତ ହୋଇ ନାହିଁ Half-finished wall.