Back

ଅଧାଚନ୍ଦ୍ର


  1. Adhāchandra (ଦେ.ବି.)ଅର୍ଦ୍ଧଚନ୍ଦ୍ର; ଅଷ୍ଟମୀର ଚନ୍ଦ୍ର  Half-moon.

  2. ଅର୍ଦ୍ଧ ଚନ୍ଦ୍ରାକୃତି ଶସ୍ତ୍ରବିଶେଷ A kind of weapon of offence in the shape of a half-moon; a scimitar.

  3. ଅର୍ଦ୍ଧଚନ୍ଦ୍ରାକୃତି ଫଳକଯୁକ୍ତ ଶରବିଶେଷ A kind of arrow having the barb shaped like a half-moon.

  4. (ବ୍ୟଙ୍ଗ୍ୟାର୍ଥ) ଅର୍ଦ୍ଧଚନ୍ଦ୍ର; ଗଳଥା; ବୃଦ୍ଧାଙ୍ଗୁଷ୍ଠି ଓ ତର୍ଜନୀ ବା ମଧ୍ୟମାକୁ ପ୍ରସାରିତ କରିବା ଯୋଗୁଁ ଅର୍ଦ୍ଧଚନ୍ଦ୍ରାକୃତି କରତଳ ଦ୍ୱାରା କୌଣସି ବ୍ୟକ୍ତିର ବେକ ପଛଆଡ଼ୁ ଦିଆଯିବା ଧକ୍କା A push given to a peson from behind the neck by the extended thumb and index or middle finger.