Back

ଅଧାମାର୍ଗବ

Also : [ ଅପାମାର୍ଗ ]




  1. Adhāmārgaba (ସଂ.ବି.) - ମାରିଷାଦି ବର୍ଗର ବନ୍ୟ ଶାକ ବା ଗୁଳ୍ମ; (ଏହାର ଫୁଲରେ ଗୁଡ଼ିଏ ମୁନିଆଁ କଣ୍ଟା ଥାଏ । ଏହାର ଭସ୍ମ ଔଷଧରେ ଲାଗେ। ଏହାର ଦାନ୍ତକାଠି ଘସିଲେ ବାତରୋଗ ଭଲହୁଏ  A herbarious plant; Achyranthus aspera; the prickly chafflower.