Back

ଅକା


  1. Akā  (ଦେ.ବିଣ.) ନିର୍ବୋଧ; ଓଲୁ  Foolish; stupid.

  2. କିଂକର୍ତ୍ତବ୍ୟବିମୂଢ଼  Bewildered.

  3. ଆତଙ୍କଯୁକ୍ତ Astounded.

  4. (ଦେ.ବି.) ନାମ - ଆସାମର ପାର୍ବତ୍ୟ ଅନାର୍ଯ୍ୟଜାତ ବିଶେଷ Name of an Assamese hill tribe.