Back

ଅଧାର୍ତାବନ୍ଧା


  1. Adhārtābandhā (ଗ୍ରା.ବିଣ.)ଅଧାର୍ତା; ଅଋଣୀ  Not in debt.

  2. ଯେଉଁ ବ୍ୟକ୍ତି କାହାଠାରୁ ଋଣ କରି ନାହିଁ କିମ୍ବା କାହା ନିକଟରେ ଅନ୍ୟ ପାଇଁ ଜାମିନ୍‌ ହୋଇ ନାହିଁ (a person) Who is neither indebted nor encumbered by any liability.

  3. ଯାହା ଉପରେ କୌଣସି ଦାୟିତ୍ୱ ବା ଝୁଙ୍କି ନାହିଁ Not saddled with any responsibility.

  4. ଜାମିନ୍‌ ବା ବନ୍ଧକ ଆଦିଦ୍ୱାରା ଆବଦ୍ଧ ହୋଇ ନ ଥିବା (ସମ୍ପତ୍ତି) Unencumbered; (property) having no encumbrance on it.