Back

ଅଧାସଇ

Also : [ଅଧାସୋଇ, ଅଧାସରି ]




  1. Adhāsai (ଗ୍ରା.ବିଣ.)ଅଧେ ପର୍ଯ୍ୟନ୍ତ ଭିତରକୁ ପୂରା ଯାଇଥିବା  Half-thrust.

  2. ଅର୍ଦ୍ଧସମାପ୍ତ Half-finished.

  3. ଅର୍ଦ୍ଧେକ ପର୍ଯ୍ୟନ୍ତ ଖର୍ବୀକୃତ Reduced to or diminished by half.

  4. ଅର୍ଦ୍ଧପର୍ଯ୍ୟନ୍ତ ପୂର୍ଣ୍ଣ  Half-filled.

  5. ଅର୍ଦ୍ଧସୀମା ପର୍ଯ୍ୟନ୍ତ Upto half the limit.

  6. ପ୍ରାୟ ଅଧେ Nearly half; by about half.