Back

ଅକାଇଲ୍‌

Also [ ଅକାଇଲା, ଅକାଇଲି ]




  1. Akāil  (ଦେ.ବିଣ.) - ଯେଉଁ ଲୋକ ଆପଣାର ଦୋଷ ସ୍ୱୀକାର କରେ ନାହିଁ ବା କାଇଲ୍ ମାନେ ନାହିଁ (a person) Who does not admit his or her own guilt or fault.

  2. ନିର୍ଦ୍ଦୋଷ; ଯେଉଁ ଲୋକ ଦୋଷ କରେ ନାହିଁ Faultless; innocent. 

  3. (ଦେ.ବି) - ଅଦୋଷ; ଦୋଷର ଅଭାବ Absence of fault.