Back

ଅଧିକପଦତା

Adhikapadatā (ସଂ.ବି.)ରଚନାର ଦୋଷବିଶେଷ A defect in composition. [ଦ୍ର—ଯେଉଁ ରଚନାରେ ପ୍ରୟୋଜନାତିରିକ୍ତ ଗୋଟିଏ ଦିଓଟି ପଦ ପ୍ରୟୋଗ କରାଯାଇ ଥାଏ।



 [ ଦ୍ର ]  ନଗରର ସମସ୍ତ ଅଟ୍ଟାଳିକାଚୟ ଭୂପତିତ ହେବା ପରି ବୋଧ ହେଲା।