Back

ଅଧିକ ବଚନ


  1. Adhika bachana (ସଂ.ବି.)ଅତ୍ୟୁକ୍ତି Exaggeration.

  2. କୌଣସି ଜିନିଷକୁ ଅତି ଉଗ୍ରଭାବେ ଉପସ୍ଥାପନ କରିବା Presentation of something as more extreme than it really is, esp. larger, more important, more impressive, etc.

  3. ସାଧାରଣ ଅପେକ୍ଷା ଅଧିକ ଦୃଷ୍ଟିଗୋଚର କରିବା କାର୍ଯ୍ୟ The act of making something more noticeable than usual.