Back

ଅଧିକରଣ ସିଦ୍ଧାନ୍ତ


  1. Adhikaraṇa siddhānta (ସଂ.ବି.) - (ନ୍ୟାୟଦର୍ଶନ)  ଯେଉଁ ସିଦ୍ଧାନ୍ତ ସିଦ୍ଧ  ହେଲେ ଅନ୍ୟ କେତେକ ସିଦ୍ଧାନ୍ତ ଛାଏଁ ଛାଏଁ ସିଦ୍ଧ ହୋଇଯାଏ  (Logic) Propositions or conclusions which automatically solve some other propositions.



 [ ଦ୍ର ] 'ଆତ୍ମା ଦେହ ଓ ଇନ୍ଦ୍ରିୟଠାରୁ ଭିନ୍ନ ଅଟେ ଏହି ସିଦ୍ଧାନ୍ତ ସିଦ୍ଧ ହେଲେ 'ଇନ୍ଦ୍ରିୟ ଅନେକ', 'ଦେହ ଅଚିର' ଆଦି ଅନ୍ୟାନ୍ୟ ସିଦ୍ଧାନ୍ତମାନ ଛାଏଁ ଛାଏଁ ସିଦ୍ଧ ହୋଇଯାଏ।